ନିର୍ଭୟା ଦୋଷୀଙ୍କୁ ଫାଶୀ: ଦିଲ୍ଲୀରେ ପହଞ୍ଚିଲେ ପୱନ ଜହ୍ଲାଦ
ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ଭାୟର ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଯେଉଁଥିପାଇଁ ତିହାର ଜେଲ ପ୍ରଶାସନ ମିରଟ ଜେଲ କର୍ତ୍ତୃପକ୍ଷ ପୱନ ଜହ୍ଲାଦଙ୍କୁ ଡକାଇଛନ୍ତି। ଦୋଷୀ ବିନୟ, ଅକ୍ଷୟ, ପୱନ ଏବଂ ମୁକେଶଙ୍କୁ ଫାଶି ଦେବା ପାଇଁ ହ୍ୟାଙ୍ଗମ୍ୟାନ ପୱନ ଫାଶୀ ହେବାର ତାରିଖ ପୂର୍ବରୁ ଜେଲରେ ପହଞ୍ଚିଛନ୍ତି । ତାଙ୍କ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୁଇଥର … Continue reading ନିର୍ଭୟା ଦୋଷୀଙ୍କୁ ଫାଶୀ: ଦିଲ୍ଲୀରେ ପହଞ୍ଚିଲେ ପୱନ ଜହ୍ଲାଦ
Copy and paste this URL into your WordPress site to embed
Copy and paste this code into your site to embed