ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର

ଉତ୍ତର ପ୍ରଦେଶ: ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ତୀବ୍ର ବିରୋଧ ମଧ୍ୟରେ ହାଥରସ ଗଣଦୁଷ୍କର୍ମ  ପୀଡିତାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଶବଦାହ କରାଯାଇଥିଲା । ପୀଡିତାଙ୍କ ମୃତଦେହ ରାତି ଅଧରେ ହାଥରସରେ ପହଞ୍ଚିଥିଲା, ଯେଉଁଠି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ, କିନ୍ତୁ ପୋଲିସ ମୁତୟନ ମଧ୍ୟରେ ପୀଡିତାଙ୍କୁ ଶବଦାହ କରାଯାଇଥିଲା । ମଧ୍ୟରାତ୍ରିରେ ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ବିରୋଧ ସତ୍ତ୍ୱେ ପୋଲିସ ପୀଡିତାଙ୍କ ଶବଦାହ … Continue reading ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର