ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର: ହ୍ୟାଣ୍ଡମେଡ୍ ମାସ୍କ ପିନ୍ଧିବାକୁ ପରାମର୍ଶ
ଭୁବନେଶ୍ୱର ବ୍ୟୁରୋ: କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ପ୍ରତିଦିନ ନୂଆ ନୂଆ ପରାମର୍ଶ ଆସିବାରେ ଲାଗିଛି । ହେଲେ ସବୁଠୁ ସୁରକ୍ଷିତ କୁହାଯାଉଥିବା ଦାମୀ ଛିଦ୍ରଯୁକ୍ତ ଏନ-୯୫ ମାସ୍କ ଏବେ ନିରାପଦ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଘର ତିଆରି ହ୍ୟାଣ୍ଡମେଡ୍ ମାସ୍କ ବ୍ୟବହାର କରିବାକୁ ସରକାର ଦେଇଛନ୍ତି ପରାମର୍ଶ । ସେପଟେ ପବନରେ ସଂକ୍ରମଣ ଭୟ ରହୁଥିବାରୁ ସବୁ ବେଳେ ଏପରିକି ଆବଦ୍ଧ ଥିବା ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ … Continue reading ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର: ହ୍ୟାଣ୍ଡମେଡ୍ ମାସ୍କ ପିନ୍ଧିବାକୁ ପରାମର୍ଶ
Copy and paste this URL into your WordPress site to embed
Copy and paste this code into your site to embed