ଦ୍ୱିତୀୟ ପର୍ଯ୍ୟାୟରେ କେମିତି ଲାଗୁ ହୋଇପାରେ ଲକ୍‌ଡାଉନ୍‌? ପଢ଼ନ୍ତୁ ଏହି ରିପୋର୍ଟରେ..

ଭୁବନେଶ୍ୱର: ଜୀବନ ଯୁଦ୍ଧରେ ବାଜି ଲାଗିଛି ଦେଶର ଅର୍ଥ ବ୍ୟବସ୍ଥା । ଏଭଳି ସ୍ଥିତିରେ ଦେଶରେ ବଢ଼ିବ କି ଲକ୍‌ଡାଉନ୍‌ ? ଦ୍ୱିତୀୟ ପର୍ଯ୍ୟାୟରେ କିଭଳି ଲାଗୁ ହେବ ଲକ୍‌ଡାଉନ୍‌ ? ଏପ୍ରିଲ ୧୪ ପରେ ଦେଶରେ ଲକ୍‌ଡାଉନ୍‌ ବଢ଼ିବ କି ନାହିଁ, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି । ତେବେ କରୋନା ସଂକ୍ରମଣ ବିପଦ ଭିତ୍ତିରେ ଦେଶକୁ ୩ଟି ଜୋନ୍‌ରେ ଭାଗ କରି ତାଲାବନ୍ଦ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । … Continue reading ଦ୍ୱିତୀୟ ପର୍ଯ୍ୟାୟରେ କେମିତି ଲାଗୁ ହୋଇପାରେ ଲକ୍‌ଡାଉନ୍‌? ପଢ଼ନ୍ତୁ ଏହି ରିପୋର୍ଟରେ..