Oxford Corona Vaccine : ତିନି ଷ୍ଟେପରେ କରୋନା ଶେଷ,ଏମିତି କାମ କରେ ଆକ୍ସଫୋର୍ଡ ଭ୍ୟାକ୍ସିନ୍
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନ୍ କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାରେ ପହଂଚି ସାରିଛି । ଯଦି ବ୍ୟାପକ ପରିମାଣରେ ହେବାକୁ ଥିବା ଟ୍ରାଏଲର ମଧ୍ୟ ଫଳାଫଳ ଭଲ ରୁହେ ତେବେ ଏହା ମେଡିକାଲ ଜଗତରେ ଏକ ପ୍ରକାର ଅବିଶ୍ୱସନୀୟ ଘଟଣା ହେବ । ଆଜି ପର୍ଯ୍ୟନ୍ତ କୌଣସି ରୋଗର ଭ୍ୟାକ୍ସିନ୍ ଏତେ ଶୀଘ୍ର ତିଆରି ହୋଇନାହିଁ । ଅକ୍ସଫୋର୍ଡର ଭ୍ୟାକ୍ସିନ୍ ସାଧାରଣ ଥଣ୍ଡା ଜର ଭାଇରସର ଏକ ଦୁର୍ବଳ ରୂପ । ଏହାକୁ ଜେନେଟିକାଲି ଇଂଜିନିୟିରଂ କରାଯାଇଛି ଯେମିତି … Continue reading Oxford Corona Vaccine : ତିନି ଷ୍ଟେପରେ କରୋନା ଶେଷ,ଏମିତି କାମ କରେ ଆକ୍ସଫୋର୍ଡ ଭ୍ୟାକ୍ସିନ୍
Copy and paste this URL into your WordPress site to embed
Copy and paste this code into your site to embed