କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ଭୁବନେଶ୍ୱର: ବିଶ୍ୱରେ ଆତଙ୍କ ଖେଳାଇଛି କରୋନା । ସମସ୍ତେ କରୋନାରୁ କେମିତି ବର୍ତ୍ତିବେ ସେ ଚିନ୍ତାରେ । ତେବେ, ଆପଣଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆପଣଙ୍କୁ ଏହି ମହାମାରୀ ଠାରୁ ରକ୍ଷା କରିପାରିବ । ଆସନ୍ତୁ ଜାଣିବା କେଉଁ ସବୁ ଅଭ୍ୟାସ କଲେ ପାଖ ମାଡ଼ିବନି କରୋନା । ୧) ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜରରେ ଧୁଅନ୍ତୁ । କାଶିବା, ଛିଙ୍କିବା ବେଳେ ଟିସ୍ୟୁ ପେପର ବ୍ୟବହାର କରନ୍ତୁ । ନାକ, ଆଖି … Continue reading କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?