ଶିବରାତ୍ରୀରେ ଭୋଳା ଶଙ୍କରଙ୍କୁ ପ୍ରସନ୍ନ କରିବାର ଉପାୟ

ମହାଶିବରାତ୍ରୀରେ ଶଙ୍କରଙ୍କ କୃପା ପାଇବାକୁ ହେଲେ ତାଙ୍କ ଚରଣରେ ଧ୍ୟାନ କରିବାକୁ ହେବ । ଶିବାରାତ୍ରୀରେ ହିଁ ସେ ଅବସର ମିଳିଥାଏ ଯେଉଁଦିନ ଆପଣଙ୍କୁ ଦେବ ଦେବ ମହାଦେବଙ୍କ କୃପା ମିଳିପାରିବ । ଏହି ଦିନରେ ଆପଣ ନୀଳକଣ୍ଠଙ୍କୁ ପ୍ରଶନ୍ନ କରି ତାଙ୍କ ଆଶୀର୍ବାଦ ନେଇପାରିବେ । ଏଥର ଶିବରାତ୍ରୀରେ ଅଦୃତ ଯୋଗ ପଡ଼ୁଥିବାରୁ ବିବାହର ସମସ୍ତ ସମସ୍ୟା ଗୁଡ଼ିକ ଦୂର ହେବ । ଶିବରାତ୍ରୀ କାହିଁକି ପାଳନ କରାଯାଏ ? ଶିବରାତ୍ରୀ ହିନ୍ଦୁ ପରମ୍ପରାର ଏକ … Continue reading ଶିବରାତ୍ରୀରେ ଭୋଳା ଶଙ୍କରଙ୍କୁ ପ୍ରସନ୍ନ କରିବାର ଉପାୟ