ଓଡ଼ିଶା ବାହାରେ ରହୁଛନ୍ତି କି ? ନିଜ ରାଜ୍ୟକୁ ଫେରିବା ପାଇଁ କେମିତି କରିବେ ପଞ୍ଜୀକରଣ, ଜାଣନ୍ତୁ
ଭୁବନେଶ୍ୱର: ଲକ୍ଡାଉନ୍ ପରେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବେ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଯିଏ ମଧ୍ୟ ଓଡ଼ିଶା ଫେରିବେ ତାଙ୍କୁ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୋର୍ଟାଲରେ ମୋବାଇଲ ଦ୍ୱାରା ମଧ୍ୟ ନାମ ପଞ୍ଜୀକରଣ କରାଯାଇ ପାରିବ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ତେବେ ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ପ୍ରଥମ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ତା’ପରେ … Continue reading ଓଡ଼ିଶା ବାହାରେ ରହୁଛନ୍ତି କି ? ନିଜ ରାଜ୍ୟକୁ ଫେରିବା ପାଇଁ କେମିତି କରିବେ ପଞ୍ଜୀକରଣ, ଜାଣନ୍ତୁ
Copy and paste this URL into your WordPress site to embed
Copy and paste this code into your site to embed