କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ଭାରତରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ରବିବାର ଦିନ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ମଧ୍ୟ ଏହି ମାରାତ୍ମକ ଜୀବାଣୁର ଶିକାର ହୋଇଥିବା ଜଣାପଡିଛି । ଏହି ବ୍ୟକ୍ତି ନିକଟରେ ଇଟାଲୀ ଗସ୍ତ କରିଥିଲେ। ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ଜୀବାଣୁ ବର୍ତ୍ତମାନ ଭାରତରେ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଠାରେ ସମୁଦାୟ ୧୮ ଟି ମାମଲା ରୁଜୁ ହୋଇଛି … Continue reading କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?