ରାପିଡ୍ ଆଣ୍ଟିବଡି ଟେଷ୍ଟକୁ ୨ ଦିନ ପାଇଁ ବନ୍ଦ କଲା ICMR
ନୂଆଦିଲ୍ଲୀ: ବ୍ୟାପକ କରୋନା ନମୁନା ପରୀକ୍ଷା ପାଇଁ ଆରମ୍ଭ ହୋଇଥିବା ରାପିଡ୍ ଆଣ୍ଟିବଡି ଟେଷ୍ଟ ଉପରେ କଟକଣା ଜାରି କରିଛି ICMR । ଭାରତୀୟ ଔଷଧ ଗବେଷଣା ପରିଷଦର ଆର୍.ଗଙ୍ଗାଖେଡକର କହିଛନ୍ତି ରାଜ୍ୟଗୁଡ଼ିକ ଆଗାମୀ ୨ ଦିନ ରାପିଡ୍ ଟେଷ୍ଟିଂ କିଟ ପରୀକ୍ଷଣ କରିବେ ନାହିଁ । ଗ୍ରାଉଣ୍ଡରେ ଟିମ୍ ଏହାକୁ ପରୀକ୍ଷା କଲାପରେ ପରବର୍ତ୍ତ ଆଡଭାଇଜରୀ ଜାରି କରାଯିବ । ରାପିଡ୍ ଟେଷ୍ଟିଂ କିଟ୍ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ପଠାଇବା ଆରମ୍ଭ କରିଥିଲେ । … Continue reading ରାପିଡ୍ ଆଣ୍ଟିବଡି ଟେଷ୍ଟକୁ ୨ ଦିନ ପାଇଁ ବନ୍ଦ କଲା ICMR
Copy and paste this URL into your WordPress site to embed
Copy and paste this code into your site to embed