India and China Tension: କାମଦେଲା ଭାରତ ଚାପ,ଦେଢ କିଲୋମିଟର ପଛକୁ ହଟିଲା ଚୀନ୍ !
ନୂଆଦିଲ୍ଲୀ: ଲଦାଖରେ ଭାରତର କଡା ଆଭିମୁଖ୍ୟ ଚୀନକୁ ମୁଣ୍ଡନୋଇଁବାକୁ ବାଧ୍ୟ କରିଛି । ଚୀନ ତା’ର ଆକ୍ରାମକ ଆଭିମୁଖ୍ୟରେ ପରିବର୍ତ୍ତନ କରି ଗଲବାନ ଘାଟିରୁ ଦେଢ କିଲୋମିଟର ପଛକୁ ଫେରିବାକୁ ରାଜି ହୋଇଛି । ଏହା ସହ ଗଲବାନ ଘାଟିକୁ ବଫର ଜୋନ୍ ଭାବେ ଗ୍ରହଣ କରିବାକୁ ଚୀନ ରାଜି ହୋଇଛି । ଚୀନ ପଦକ୍ଷେପ ଦ୍ୱାର ଉତ୍ତେଜନା ହ୍ରାସ ପାଇବ କି ? ବିଶେଷଜ୍ଞ ଏହାକୁ ଉତ୍ତଜେନା ହ୍ରାସ କରିବା ପାଇଁ ପ୍ରଥମ ପଦକ୍ଷେପ ବୋଲି … Continue reading India and China Tension: କାମଦେଲା ଭାରତ ଚାପ,ଦେଢ କିଲୋମିଟର ପଛକୁ ହଟିଲା ଚୀନ୍ !
Copy and paste this URL into your WordPress site to embed
Copy and paste this code into your site to embed