ଭାରତ ସୀମା ନିକଟରେ ଚୀନ ହେଲିକପ୍ଟର, ଉତ୍ତର ଦେବାକୁ ଉଡିଲେ ଭାରତୀୟ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି । ଏବଂ ଚୀନକୁ ଜବାବ ଦେବାକୁ ସୀମାରେ ଭାରତୀୟ ଯୁଦ୍ଧ ବିମାନକୁ ନିୟୋଜିତ କରାଯାଇଛି । ଏହା କରିବାର କାରଣ ହେଉଛି ଚୀନର ସାମରିକ ହେଲିକପ୍ଟର ଭାରତୀୟ ସୀମା ପାଖକୁ ଚାଲି ଆସିଥିଲା । ସୂଚନା ଅନୁସାରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟୋଲ ବା ଏଲଏସି ଉପରେ ଗତ ସପ୍ତାହରେ ଲଦାଖ ଏବଂ ଉତ୍ତର ସିକ୍କିମରେ ଏହି ଘଟଣା ଘଟିଥିଲା । କିଛିଦିନ ତଳେ ଉତ୍ତର … Continue reading ଭାରତ ସୀମା ନିକଟରେ ଚୀନ ହେଲିକପ୍ଟର, ଉତ୍ତର ଦେବାକୁ ଉଡିଲେ ଭାରତୀୟ ଯୁଦ୍ଧ ବିମାନ