ଚୀନ୍କୁ ଜବାବ୍ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍
ଲଦାଖ: ଚୀନ୍ ସହ ତିକ୍ତତା ଲାଗିରହିଥିବା ବେଳେ ଲଦାଖରେ ନିଜ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି ଭାରତ । ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ସ୍ପେଶାଲ ଫୋର୍ସର ୟୁନିଟ୍ଗୁଡ଼ିକୁ ଲଦାଖରେ ନିୟୋଜିତ କରାଯାଇଛି । ସେମାନେ ସେଠାରେ ଅଭ୍ୟାସ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୭ରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଏହି ସ୍ୱତନ୍ତ୍ର ବାହିନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଚୀନ୍ ବିରୋଧରେ ମଧ୍ୟ ବ୍ୟବହାର କରାଯାଇପାରିବ … Continue reading ଚୀନ୍କୁ ଜବାବ୍ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍
Copy and paste this URL into your WordPress site to embed
Copy and paste this code into your site to embed