ବ୍ଳାକ୍‌ କେପସ୍‌ ବିପକ୍ଷ ସିରିଜ୍‌ରେ ଭାରତର ହ୍ୱାଇଟ୍‌ଓ୍ୱାସ୍

ନ୍ୟୁଜିଲାଣ୍ଡ: ବ୍ଳାକ୍‌ କେପସ୍‌ ବିପକ୍ଷ ଟି-୨୦ ସିରିଜ୍‌ରେ ଟିମ୍‌ ଇଣ୍ଡିଆର କ୍ଳିନ୍‌ ସୁଇପ୍‌ । ଓ୍ୱେ ଓଭାଲରେ ଖେଳାଯାଇଥିବା ଅନ୍ତିମ ବା ଶେଷ ଦିନିକିଆକୁ ଜିତିବା ସହ ୫-୦ ସିରିଜି ହାତେଇଛି ଭାରତ । ଅପରପକ୍ଷରେ ଭଲ ଖେଳ ପ୍ରଦର୍ଶନ ସତ୍ତ୍ୱେ ବିଜୟରୁ ବଞ୍ଚିତ ହୋଇଛି କିଓ୍ୱି ଟିମ୍‌ ।    ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟମ୍‌ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ୧୬୩ … Continue reading ବ୍ଳାକ୍‌ କେପସ୍‌ ବିପକ୍ଷ ସିରିଜ୍‌ରେ ଭାରତର ହ୍ୱାଇଟ୍‌ଓ୍ୱାସ୍