ଆତ୍ମନିର୍ଭର ଭାରତ ପ୍ୟାକେଜ୍: ୨୦ ଲକ୍ଷ କୋଟିରୁ କାହା ଭାଗରେ କେତେ ? ୫ ବିନ୍ଦୁରେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନ ଭାଇରସ୍‌ କେବଳ ଜୀବନ ଉପରେ ଆକ୍ରମଣ କରୁନାହିଁ ଏହା ମଧ୍ୟ ଜୀବିକାକୁ ପ୍ରଭାବିତ କରିଛି । ମଧ୍ୟବିତଙ୍କଠାରୁ କୃଷକ ପୁଣି ଶିଳ୍ପପତି । ସମସ୍ତେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ।  ଏମିତିରେ କେନ୍ଦ୍ର ସରକାର ଅର୍ଥନୀତି ପାଇଁ ସଂଜିବନୀ ବୁଟି ନେଇ ଆସିଛନ୍ତି । ଯାହାର ନାମ ହେଉଛି ଆତ୍ମନିର୍ଭର ଭାରତ । ୨୦ ଲକ୍ଷ କୋଟିର ଏହି ପ୍ୟାକେଜ୍ ପାକିସ୍ତାନ ବଜେଟ୍‌ର ୬ ଗୁଣରୁ ଅଧିକ । ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ … Continue reading ଆତ୍ମନିର୍ଭର ଭାରତ ପ୍ୟାକେଜ୍: ୨୦ ଲକ୍ଷ କୋଟିରୁ କାହା ଭାଗରେ କେତେ ? ୫ ବିନ୍ଦୁରେ ଜାଣନ୍ତୁ