ସିକ୍କିମ୍ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: ଉଭୟ ଦେଶର ସେନା ଆହତ
ଗ୍ୟାଙ୍ଗ୍ଟକ: ସୀମାରେ ଉତ୍ତେଜନା । ସିକ୍କିମ ସୀମାରେ ଭାରତ-ଚୀନ ସୈନିକ ମୁହାଁମୁହିଁ । ଉତ୍ତର ସିକ୍କିମର ନାକୁଲା ସେକ୍ଟରରେ ଭାରତ- ଚୀନ ସୈନିକ ମୁହାଁମୁହିଁ । ଉଭୟ ଦେଶର ସୈନିକଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଏହି ଘଟଣାରେ ଉଭୟ ପାର୍ଶ୍ୱରେ ଥିବା ସୈନିକମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ସ୍ତରର ହସ୍ତକ୍ଷେପ ପରେ ଏହି ଝଗଡ଼ାର ସମାଧାନ ହୋଇଥିଲା। ମଳିଥିବା ସୂଚନା ଅନୁଯାୟୀ, କିଛି ସମୟର କଥା ବାର୍ତ୍ତା ପରେ ଉଭୟ … Continue reading ସିକ୍କିମ୍ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: ଉଭୟ ଦେଶର ସେନା ଆହତ
Copy and paste this URL into your WordPress site to embed
Copy and paste this code into your site to embed