ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଶୁକ୍ରବାର ଦିନ ହରିଆନାର ରୋହତକରୁ ଆସିଛି ଭଲ ଖବର । ରୋହତକର ପିଜିଆଇରେ ଭଲ୍ୟୁଣ୍ଟର୍ସଙ୍କ ପ୍ରଥମ ବ୍ୟାଚକୁ ଆଜି ପ୍ରଥମ ଡୋଜ୍ ଦିଆଯାଇଥିଲା ।କୋଭାକ୍ସିନର ପ୍ରଥମ ଡୋଜକୁ ତିନି ଜଣ ଭଲ୍ୟୁଣ୍ଟରଙ୍କ ଶରିର ସହଜତାର ସହ ସ୍ୱୀକାର କରିଛି ବୋଲି ହରିଆନା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ।ସେମାନଙ୍କଠାରେ କୌଣସି ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିନଥିଲା ବୋଲି ଜଣା ପଡିଛି । ୧୮ରୁ ୫୫ ବର୍ଷୀୟ ସୁସ୍ଥ ଲୋକଙ୍କ ଏହି ଭ୍ୟାକ୍ସିନର … Continue reading ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ