ଅନିଶ୍ଚିତତା ମଧ୍ୟରେ KKRର ପ୍ଳେ-ଅଫ୍‌ ସ୍ୱପ୍ନ: ଜାଣନ୍ତୁ କେମିତି ପାଇପାରିବ ପ୍ଳେ-ଅଫ୍‌ରେ ସ୍ଥାନ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଗୁରୁବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ୬ ଓ୍ୱିକେଟରେ ବିଜୟୀ ହୋଇଛି । ଚେନ୍ନାଇର ଏହି ବିଜୟର ଫାଇଦା ସିଧା ସଳଖ ମୁମ୍ୱାଇ ଇଣ୍ଡିଆନ୍ସକୁ ମିଳିଛି । ଚେନ୍ନାଇର ଏହି ବିଜୟ ପରେ ମୁମ୍ୱାଇ ସିଧାସଳଖ ପ୍ଳେ-ଅଫରେ ସ୍ଥାନ ପାଇଛି । ଅପରପକ୍ଷରେ କୋଲକାତା ନାଇଟ ରାଇଡର୍ସ ପାଇଁ ପ୍ଳେ-ଅଫରେ ସ୍ଥାନ ପାଇବା କଷ୍ଟକର ହୋଇପଡ଼ିଛି । ପୂର୍ବ ମ୍ୟାଚ୍‌ରେ କୋଲକାତା କୋହଲୀଙ୍କ ଆରସିବିଠାରୁ ହାରିବା ପରେ ଗୁରୁବାର ଚେନ୍ନାଇ … Continue reading ଅନିଶ୍ଚିତତା ମଧ୍ୟରେ KKRର ପ୍ଳେ-ଅଫ୍‌ ସ୍ୱପ୍ନ: ଜାଣନ୍ତୁ କେମିତି ପାଇପାରିବ ପ୍ଳେ-ଅଫ୍‌ରେ ସ୍ଥାନ