spot_img

Latest Posts

IPS ସ୍ତରରେ ଅଦଳବଦଳ, ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହେଲେ ବି. ରାଧିକା

ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ। ଆଇପିଏସ ବି.ରାଧିକାଙ୍କୁ ବଡ଼ ଦାୟିତ୍ବ। ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହେଲେ ବି. ରାଧିକା। କେନ୍ଦ୍ର ଡେପୁଟେସନରେ ଯାଇ ଫେରିଛନ୍ତି ବି ରାଧିକା।

SFSLର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବି. ରାଧିକା। IPS ଆଶିଷ ସିଂହଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଓଡ଼ିଶା ପୋଲିସ ହାଉସିଂ ଓ କଲ୍ୟାଣ ନିଗମ ସିଇଓ ଦାୟିତ୍ୱ ତୁଲାଇବେ ଆଶିଷ। ସାଇନି ଏସଙ୍କୁ CAW & CWର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର IG ଦାୟିତ୍ୱରେ ଅଛନ୍ତି।

Latest Posts

Don't Miss