ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ବଗଦାଦ ବିମାନ ବନ୍ଦରରେ ଆମେରିକାର ଏୟାର ଷ୍ଟ୍ର।ଇକ । ଆକ୍ରମଣରେ ଜେନେରାଲ କାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଇରାକୀ ମିଲିସିୟା ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଆକ୍ରମଣରେ ଇରାନ ମିଲିସିୟା କମାଣ୍ଡର ଅବୁ ମହଦୀ ଅଲ ମୁହାଦିସଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏୟାର ଷ୍ଟ୍ର।ଇକ ପଛରେ ଆମେରିକା ଏବଂ ଇସ୍ରାଇଲର ହାତ ଥିବା ଇରାକୀ ମିଲିସିୟା ପକ୍ଷରୁ କୁହାଯାଇଛି । ସେପଟେ ପେଣ୍ଟାଗନ କହିଛି ବିଦେଶରେ ଥିବା ଆମେରିକୀୟ … Continue reading ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !