ରାଜଧାନୀରେ ବୁଲୁଛି ଦନ୍ତାହାତୀ: ଆତଙ୍କିତ ଲୋକେ

ଭୁବନେଶ୍ୱର: ସହରମୁହାଁ ହାତୀପଲ । ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ଇନ୍‌ଫୋସିଟି ଇଲାକାକୁ ପଶି ଆସିଛନ୍ତି ଗଜରାଜ । ଫସଲ ନଷ୍ଟ ଆଉ ଗାଡି ଭଙ୍ଗାରୁଜା ସହ ହାତୀ ଆକ୍ରମଣରେ ଜଣେ ଶ୍ରମିକ ବି ଗୁରୁତର ହୋଇଛନ୍ତି । ହାତୀ ଉପଦ୍ରବ ଓ ବନବିଭାଗର ଉଦାସୀନତା ଯୋଗୁଁ ଭୟଭୀତ ଅଞ୍ଚଳବାସୀ । ଭୁବନେଶ୍ୱରକୁ ଲାଗି ରହିଛି ଚନ୍ଦକା ଜଙ୍ଗଲ । ଚନ୍ଦକା ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ସହରମୁହାଁ ହେଉଛନ୍ତି ଗଜରାଜ । ନିକଟରେ କଳିଙ୍ଗ ବିହାରରେ ହାତୀ … Continue reading ରାଜଧାନୀରେ ବୁଲୁଛି ଦନ୍ତାହାତୀ: ଆତଙ୍କିତ ଲୋକେ