ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…
ଭୁବନେଶ୍ୱର: ବିଜେପିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ । ମଧ୍ୟ-ଭୁବନେଶ୍ୱର ନିର୍ବାଚନ ମଣ୍ଡଳିରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଭାରତୀୟ ଜନତା ପାର୍ଟର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିକଟକୁ ସେ ପଠାଇଛନ୍ତି । ଗତ ୨୫ ବର୍ଷ ଧରି ସେ ବିଜେପି ସହ ଜଡ଼ିତ ଥିଲେ । ସେ ନିଜ … Continue reading ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…
Copy and paste this URL into your WordPress site to embed
Copy and paste this code into your site to embed