ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED

ପୁଲୱାମା: ଜମ୍ମୁ-କଶ୍ମୀରରେ ଗୁରୁବାର ଦିନ ପୁଲୱାମା ଭଳି ଆତଙ୍କୀ ଆକ୍ରମଣର ଯୋଜନାକୁ ଭରତୀୟ ସେନା ବିଫଳ କରିଛି । ପୁଲୱାମା ପାଖରେ ଏକ ସେଣ୍ଟ୍ରୋ ଗାଡ଼ିରେ ଆଇଇଡ଼ି ଖଞ୍ଜା ଯାଇଥିଲା,  ଯାହା ଠିକ୍ ସମୟରେ ଚିହ୍ନଟ କରାଯାଇ ତାହାକୁ ବିଫଳ କରିଦିଆଯାଇଛି ।  ପୁଲୱାମା ପୋଲିସ, ସିଆରପିଏଫ ଏବଂ ଆର୍ମି ମିଶି ଏହି ଗାଡ଼ିକୁ ଚିହ୍ନଟ କରିଥିଲେ । ଏବଂ ବମ୍ ନଷ୍ଟକରୁଥିବା ସ୍କ୍ୱାର୍ଡଙ୍କୁ ଡକାଯାଇ ଏହି ଆଇଇଡ଼ିକୁ ନଷ୍ଟ କରିଦିଆଗଲା । କୁହାଯାଉଛି ଯେ, ଏହି … Continue reading ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED