Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
June 17, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଜନଧନ ଖାତା ଥିଲେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା
  • ଜାତୀୟ
  • ମୁଖ୍ୟ ଖବର

ଜନଧନ ଖାତା ଥିଲେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା

March 15, 2022
jandhan Account Holders Will Get 3K Rupees Every Month

ନୂଆଦିଲ୍ଲୀ: ଜନଧନ ଖାତା ଧାରକଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କ ପାଖରେ ଜନଧନ ଆକାଉଣ୍ଟ ଅଛି ତ ଆପଣ ମାସିକ ୩ ହଜାର ଟଙ୍କା ପାଇବେ । ସରକାର ଯେଉଁ ସବୁ ସ୍କିମରେ ଟଙ୍କା ଦେଉଛନ୍ତି । ସେସବୁ ଯୋଜନାରେ ପ୍ରଥମେ ଅର୍ଥ ଜନଧନ ଖାତାକୁ ପଠା ଯାଉଛି ।

କେନ୍ଦ୍ର ସରକାର ମାନଧନ ଯୋଜନାରେ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଯେ କେହି ବି ସାମିଲ୍ ହୋଇ ପାରିବ । ଆଉ କୌଣସି ବ୍ୟକ୍ତି ୬୦ ବର୍ଷ ହେଲା ପରେ ଏହି ସ୍କିମରୁ ଟଙ୍କା ମିଳିବ । ଏଥିରେ ବର୍ଷକୁ ୩୬ ହଜାର ଟଙ୍କା ଯାଏ ମିଳିବ ।

ଏହି ଯୋଜନାର ଲାଭ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ମିଳିବ । ଉଠା ଦୋକାନୀ, ମିଡ୍ ଡେ ମିଲ୍ ୱାର୍କର, ଶ୍ରମିକ, ମୋଚି, ରିକ୍ସା ଚାଳକ, ଭୂମିହୀନ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହାଛଡ଼ା ଯଦି ଆପଣଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ତାହେଲେ ଆପଣ ଏହି ସ୍କିମରେ ଲାଭ ପାଇ ପାରିବେ ।

ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଦରକାର । ଏହାଛଡ଼ା ଆପଣଙ୍କର ଜନଧନ ଆକାଉଣ୍ଟ ଥିବା ଦରକାର । ଏହି ଯୋଜନାରେ ଆପଣଙ୍କୁ ମାସିକ ୫୫ ଟଙ୍କାରୁ ୨୦୦ ଟଙ୍କା ଯାଏ ପ୍ରିମିୟମ୍ ଦେବାକୁ ପଡ଼ିବ । ଯଦି ଆପଣ ୧୮ ବର୍ଷ ବୟସରେ ସାମିଲ୍ ହେଉଛନ୍ତି ତ ୫୫ ଟଙ୍କା ମାସିକ ଦେବେ । ୩୦ ବର୍ଷ ଉପରେ ମାସିକ ୧୦୦ ଓ ୪୦ ବର୍ଷ ହୋଇଥିଲେ ମାସିକ ୨୦୦ ଟଙ୍କା ଦେବାକୁ ପଡ଼ିବ ।

Tags: bank account Jandhan Account Pension Scheme

Continue Reading

Previous କବାଡ଼ି ଖେଳରେ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ହତ୍ୟା
Next ୩୯.୭ଂ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଅଧିକ କାହାଣୀ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ନାରୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ନିନ୍ଦା

June 17, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଜାତି ଜନଗଣନା ଦ୍ବାରା କ’ଣ ସବୁ ବଦଳିବ? ମହିଳା ସଂରକ୍ଷଣ ଓ ସଂସଦର ଆସନ ସଂଖ୍ୟା ଉପରେ କ’ଣ ପ୍ରଭାବ ପଡ଼ିବ?

June 17, 2025
1 min read
  • ଖେଳ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ICC ଟେଷ୍ଟ ରାଙ୍କିଂ: ଟପ-୨୦ରେ ସ୍ଥାନ ପାଇଲେ କେବଳ ଦୁଇଜଣ ଭାରତୀୟ ଖେଳାଳି

June 17, 2025

Recent Posts

  • ନାରୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ନିନ୍ଦା
  • ଜାତି ଜନଗଣନା ଦ୍ବାରା କ’ଣ ସବୁ ବଦଳିବ? ମହିଳା ସଂରକ୍ଷଣ ଓ ସଂସଦର ଆସନ ସଂଖ୍ୟା ଉପରେ କ’ଣ ପ୍ରଭାବ ପଡ଼ିବ?
  • ICC ଟେଷ୍ଟ ରାଙ୍କିଂ: ଟପ-୨୦ରେ ସ୍ଥାନ ପାଇଲେ କେବଳ ଦୁଇଜଣ ଭାରତୀୟ ଖେଳାଳି
  • ଅହମ୍ମଦାବାଦ ପ୍ଲେନ କ୍ରାସରେ ୨୩ ବର୍ଷୀୟ ଯୁବ କ୍ରିକେଟରଙ୍କ ମୃତ୍ୟୁ, ଟିମ୍ ଜଣାଇଲା ଶ୍ରଦ୍ଧାଞ୍ଜଳି
  • ଇରାନ ପାଇଁ କାଳ ମୁସଲମାନ ! ଇସ୍ରାଏଲ ସପକ୍ଷରେ ଲଢନ୍ତି ଯୁଦ୍ଧ ..
  • ଏଣିକି ଖେଳାଯିବ ୪ ଦିନିଆ ଟେଷ୍ଟ ମ୍ୟାଚ: ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ICC !
  • ବହୁତ ଜଲ୍ଦି ଧନପ୍ରାପ୍ତି ହେବାର ସଙ୍କେତ ଦେଇଥାଏ ଏହିସ୍ବପ୍ନ, ଜାଣନ୍ତୁ କ’ଣ ..
  • ଡବଲ ଇଞ୍ଜିନ ସରକାରର ଡବଲ ଧୋକା ; ଆସନ୍ତାକାଲି ପୁରୀରେ ଜନଜାଗରଣ ଯାତ୍ରା
  • ଭାରତ ଓ ଚୀନ ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର, ତଥାପି ଏହି ଦୁଇ ରାଷ୍ଟ୍ର କାହିଁକି G-7ର ସଦସ୍ୟ ନୁହନ୍ତି?
  • ପଂଜାବର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ହତ୍ୟା ଧମକ ଦେଉଥିବା ଅମୃଚପାଲ କିଏ ?
  • ହଇଜା ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ପ୍ରସ୍ତୁତି
  • ନ୍ୟୁଜ୍ ପଢ଼ିବା ଭିତରେ ପଡ଼ିଲା ମିସାଇଲ କିନ୍ତୁ ଡରିଲେନି ଇରାନୀ ଆଙ୍କର
  • ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ! ; ବନ୍ଧା ହେଲେ ୧୦ ଅଭିଯୁକ୍ତ
  • ପାରୁଛ ଯଦି ତୁରନ୍ତ ତେହେରାନ ଛାଡ଼, ଭାରତ ସରକାରଙ୍କ ଅପିଲ
  • ୧୭୬ପିଲାଙ୍କର ବାପା ଏବେ ନେଉଛନ୍ତି ଅବସର, କାହାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ..
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ନାରୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ନିନ୍ଦା

June 17, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଜାତି ଜନଗଣନା ଦ୍ବାରା କ’ଣ ସବୁ ବଦଳିବ? ମହିଳା ସଂରକ୍ଷଣ ଓ ସଂସଦର ଆସନ ସଂଖ୍ୟା ଉପରେ କ’ଣ ପ୍ରଭାବ ପଡ଼ିବ?

June 17, 2025
1 min read
  • ଖେଳ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ICC ଟେଷ୍ଟ ରାଙ୍କିଂ: ଟପ-୨୦ରେ ସ୍ଥାନ ପାଇଲେ କେବଳ ଦୁଇଜଣ ଭାରତୀୟ ଖେଳାଳି

June 17, 2025
1 min read
  • ଖେଳ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଅହମ୍ମଦାବାଦ ପ୍ଲେନ କ୍ରାସରେ ୨୩ ବର୍ଷୀୟ ଯୁବ କ୍ରିକେଟରଙ୍କ ମୃତ୍ୟୁ, ଟିମ୍ ଜଣାଇଲା ଶ୍ରଦ୍ଧାଞ୍ଜଳି

June 17, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.