ଜରଡ଼ା ଥାନା ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇଲେ ଏସ୍‌ପି

ଦିଗପହଣ୍ଡି: ବ୍ରହ୍ମପୁର ପୋଲିସ ଅନ୍ତର୍ଗତ ଜରଡ଼ା ଥାନା ପୋଲିସ କର୍ମଚାରୀ ଯିବେ କ୍ୱାରାଣ୍ଟାଇନରେ । ୨ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ପି । ଘଟଣାନୁଯାୟୀ ଗତ 26 ତାରିଖରେ ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଥିଲା । ଏହି ମାମଲାରେ ପୋଲିସ ୩ତାରିଖରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଓ ପରେ ୪ ତାରିଖରେ ଆଉ ଜଣେ … Continue reading ଜରଡ଼ା ଥାନା ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇଲେ ଏସ୍‌ପି