ଜୁନ୍ ସୁଦ୍ଧା ଭାରତରେ ଆରମ୍ଭ ହେବ ୫-ଜି
ନୂଆଦିଲ୍ଲୀ: ବଜାରକୁ ଆସୁଛି ରିଲାଏନ୍ସ ଜିଓ ୫-ଜି । ଆସନ୍ତା ବର୍ଷ ମଧ୍ୟଭାଗକୁ ଭାରତରେ ରିଲାଏନ୍ସ ଜିଓ ୫-ଜି ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବ। ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଅଧ୍ୟକ୍ଷ ମୁକେଶ୍ ଅମ୍ବାନୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ଭାରତରେ ୫-ଜି ସେବା ଆରମ୍ଭ ନେଇ ଆଇନଗତ ବନ୍ଧକ ଦୂର ହୋଇଥିଲେ ମଧ୍ୟ ଏଯାଏଁ କୌଣସି କମ୍ପାନୀ ସେଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । … Continue reading ଜୁନ୍ ସୁଦ୍ଧା ଭାରତରେ ଆରମ୍ଭ ହେବ ୫-ଜି
Copy and paste this URL into your WordPress site to embed
Copy and paste this code into your site to embed