କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା
ମଧ୍ୟପ୍ରଦେଶରେ ଗତ ୧୭ ଦିନ ଧରି ଚାଲିଥିବା ରାଜନୈତିକ ନାଟକ ଉପରେ ଶୁକ୍ରବାର ଏକରକମ ପରଦା ପଡିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ କମଳନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନ୍ଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି କମଳନାଥ । ଏହା ପୂର୍ବରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରିବା ସହ ତାଙ୍କ ୧୫ ମାସର କାର୍ଯ୍ୟକାଳର ଉପଲବ୍ଧି ମଧ୍ୟ ଗଣାଇଥିଲେ । ଏହା ସହ ବିଜେପି … Continue reading କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା
Copy and paste this URL into your WordPress site to embed
Copy and paste this code into your site to embed