spot_img

Latest Posts

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର ; ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସରେ ଚାଲିଛି ରେଡ୍। କଟକ, ଭୁବନେଶ୍ଵର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ଜାଗାରେ ଏହି ରେଡ୍ ଚାଲିଛି। ସୂଚନା ଅନୁସାରେ ଭୁବନେଶ୍ଵର ସହିଦନଗର ଥାନା କେସୁରାରେ ଅଛି ୩ ମହଲା ବିଶିଷ୍ଟ ଘର। ଆଉ ଏକ ତିନି ମହଲା ବିଶିଷ୍ଟ ଘର ନିର୍ମାଣ ଚାଲିଛି।

Latest Posts

Don't Miss