ମିଛ ଭିଡିଓକୁ ନେଇ ମର୍ମାହତ ଚନ୍ଦ୍ରାଣୀ ମୁର୍ମୁ, କହିଲେ, ଓଟିଭି ସବୁ ଜାଣି ଲୁଚାଉଛି ସତ

ଭୁବନେଶ୍ୱର: ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନ୍ୟାୟ ପାଇଁ ବାଚସ୍ପତିଙ୍କୁ ଗୁହାରି କରିଛନ୍ତି । ସ୍ୱାଧିକାର ନୋଟିସ୍ ଆଣି ଓଟିଭିର ଚେହେରା ପଦାରେ ପକାଇଦେବାକୁ ସେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । କହିଛନ୍ତି, ଓଟିଭି ସାମ୍ବାଦିକ ଓ ଅନ୍ୟମାନେ ମିଶି ମିଛ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ । ଏହା ତାଙ୍କୁ ବଦନାମ ଓ ମାନସିକ ନିର୍ଯାତନା ଦେଇଛି । ତାଙ୍କ ଚରିତ୍ର ପ୍ରତି ପ୍ରଶ୍ନବାଚୀ ଛାଡ଼ି ଯାଇଛି । ଘଟଣାରେ ପୋଲସ … Continue reading ମିଛ ଭିଡିଓକୁ ନେଇ ମର୍ମାହତ ଚନ୍ଦ୍ରାଣୀ ମୁର୍ମୁ, କହିଲେ, ଓଟିଭି ସବୁ ଜାଣି ଲୁଚାଉଛି ସତ