୨୧ଟି ଅତ୍ୟନ୍ତ ଦରକାରୀ ମେଡିସିନର ୫୦ ପ୍ରତିଶତ ଦର ବୃଦ୍ଧିକୁ ଅନୁମତି
ମୁମ୍ବାଇ: ଖୁବଶୀଘ୍ର ମେଡିସିନ୍ ଦର ବୃଦ୍ଧି ହେବାକୁ ଯାଉଛି । ବିଭିନ୍ନ ନିତ୍ୟାନ୍ତ ଦରକାରୀ ଔଷଧର ଦର ବୃଦ୍ଧିକୁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA) ଅନୁମତି ଦେଇଛି । ଫଳରେ ଆଣ୍ଟିବାୟୋଟିକ୍, ଆଣ୍ଟି ଆର୍ଲଜିକ୍ସ, ଆଣ୍ଟି ମାଲେରିଆ ଡ୍ରଗ୍ସ, ବିସିଜି ଭ୍ୟାକ୍ସିନ୍ ଏବଂ ଭିଟାମିନ୍ ସି ଔଷଦ ଆଦିର ଦର ପ୍ରାୟ ୫୦ ପ୍ରତିଶତ ମହଙ୍ଗା ହେବ ।ଏହିଭଳି ୨୧ଟି ଦରକାରୀ ମେଡିସିନର ଦର ବୃଦ୍ଧି ହୋଇଛି । ନୂତନ ଦର ଯଥାଶୀଘ୍ର ଲାଗୁ … Continue reading ୨୧ଟି ଅତ୍ୟନ୍ତ ଦରକାରୀ ମେଡିସିନର ୫୦ ପ୍ରତିଶତ ଦର ବୃଦ୍ଧିକୁ ଅନୁମତି
Copy and paste this URL into your WordPress site to embed
Copy and paste this code into your site to embed