କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା
ନୂଆଦିଲ୍ଲୀ: କରୋନା ଲକଡାଉନ୍ କଟକଣା ୨୦ ତାରିଖ ପରେ ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନରେ କୋହଳ ହେବା ନେଇ ପ୍ରଧାନମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଛି ଆକଳନ । ଆଜି ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଏହା ଉପରେ ବିସ୍ତୃତ ସୂଚନା ରଖିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ଜିଲ୍ଲା ଗୁଡ଼ିକୁ ୩ ଭାଗରେ ବିଭକ୍ତ କରିଛି । ପ୍ରଥମ- ହଟସ୍ପଟ୍ ଜିଲ୍ଲା, ଦ୍ୱିତୀୟ-ନନ୍ ହଟସ୍ପଟ୍ ଜିଲ୍ଲା, ତୃତୀୟ- ଗ୍ରୀନ୍ ଜୋନ୍ । ହଟସ୍ପଟ୍ … Continue reading କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା
Copy and paste this URL into your WordPress site to embed
Copy and paste this code into your site to embed