ଏମିତି ଥିଲେ ରଘୁବଂଶ ପ୍ରସାଦ ସିଂ, ଚାଟୁକାରିତା ନୁହେଁ ସ୍ପଷ୍ଟବାଦିତାରେ କରୁଥିଲେ ବିଶ୍ୱାସ

ପାଟଣା:ରଘୁବଂଶ ପ୍ରସାଦ ସିଂ, ଭାରତୀୟ ରାଜନୀତିର ଏକ ସ୍ପର୍ଦ୍ଦିତ ଉଚ୍ଚାରଣ । ସାଧାରଣତଃ କୌଣସି ରାଜନୈତିକ ଦଳରେ ହାଇକମାଣ୍ଡଙ୍କ ମତକୁ ବିରୋଧ କରି କହିବା ଲକ୍ଷ୍ୟ କରାଯାଉନାହିଁ । ହେଲେ ରଘୁବଂଶ ପ୍ରସାଦ ଜଣେ ଏପରି ରାଜନେତା ଥିଲେ, ଯିଏକି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ହାଇକମାଣ୍ଡ ଲାଲୁ ପ୍ରସାଦ ଯାଦବଙ୍କୁ ସମାଲୋଚନା କରିପାରୁଥିଲେ । କୌଣସି ପ୍ରସଙ୍ଗରେ ମତ ପାର୍ଥକ୍ୟ ଆସିଲେ, ସିଧାସଳଖ ଜଣାଇଦେଉଥିଲେ । ରଘୁବଂଶଙ୍କର ଏହି ଗୁଣ ହିଁ ତାଙ୍କ ସମସାମୟିକ ରାଜନେତାମାନଙ୍କଠାରୁ ଅଲଗା … Continue reading ଏମିତି ଥିଲେ ରଘୁବଂଶ ପ୍ରସାଦ ସିଂ, ଚାଟୁକାରିତା ନୁହେଁ ସ୍ପଷ୍ଟବାଦିତାରେ କରୁଥିଲେ ବିଶ୍ୱାସ