ମଦ ଦୋକାନକୁ ଯିବା ପୂର୍ବରୁ କରନ୍ତୁ ଏହି କାମ…
ଭୁବନେଶ୍ୱର: ଏଣିକି ଅଫ୍ ଲାଇନ୍ରେ ମଧ୍ୟ ହେବ ମଦ ବିକ୍ରି । ଗ୍ରାହକ ସିଧାସଳଖ ଦୋକାନକୁ ଯାଇ କିଣିପାରିବେ ମଦ । ଉଭୟ ଅନ୍ ସପ୍ ଏବଂ ଅଫ୍ ସପ୍ରେ ବିକ୍ରି ହେବ ମଦ । କେବଳ ଅଫ୍ ସପ୍ରେ ମଦ ବିକ୍ରି ଯୋଗୁଁ ଭିଡ଼ ହେବା ଆଶଙ୍କା ଥିବାରୁ ଏହାକୁ ଏଡ଼ାଇବା ଲାଗି ଅନ୍ ସପ୍ରେ ମଧ୍ୟ ମଦ ବିକ୍ରି ଲାଗି ଅନୁମତି ଦେଇଛି ଅବକାରୀ ବିଭାଗ । ଏହା ଦ୍ୱାରା କାଉଣ୍ଟର ସଂଖ୍ୟା ବଢ଼ିବ … Continue reading ମଦ ଦୋକାନକୁ ଯିବା ପୂର୍ବରୁ କରନ୍ତୁ ଏହି କାମ…
Copy and paste this URL into your WordPress site to embed
Copy and paste this code into your site to embed