spot_img

Latest Posts

ମେସିଙ୍କ ଗସ୍ତକୁ ନେଇ ହଙ୍ଗାମା: ଚେୟାର ଫିଙ୍ଗା ଫୋପଡ଼ା କଲେ ଦର୍ଶକ

କୋଲକାତା ସଲ୍ଟ ଲେକ୍ ଷ୍ଟାଡିଅମରେ ହଙ୍ଗାମା । ମେସିଙ୍କ ଗସ୍ତକୁ ନେଇ ହଙ୍ଗାମା । ଚେୟାର ଫିଙ୍ଗା ଫୋପଡ଼ା କଲେ ଦର୍ଶକ । ମାତ୍ର ୧୦ ମିନିଟରେ ପଳାଇଲେ ମେସି । ଏହାକୁ ନେଇ କ୍ଷୁବ୍ଧ ହେଲେ ଦର୍ଶକ । ଆୟୋଜନକୁ ନେଇ ବର୍ଷିଲେ ଦର୍ଶକ । ଠିକରେ ମେସିଙ୍କୁ ଦେଖି ନ ପାରି କ୍ଷୁବ୍ଧ । ବୋତଲି ଫିଙ୍ଗା ଫୋପଡ଼ା କଲେ ।

Latest Posts

Don't Miss