spot_img

Latest Posts

ମଦ ବୋଝେଇ ଟ୍ରକ୍‌ ହାଇଜାକ ଘଟଣା; ୩ ଗିରଫ

ଭୁବନେଶ୍ୱର: ମଦ ବୋଝେଇ ଟ୍ରକ୍‌ ହାଇଜାକ କରି ନେଇଯାଉଥିବା ବେଳେ ଧରିଲା ପୋଲିସ। ୩ ଜଣଙ୍କୁ ଗିରଫ କରାଯିବା ସହ ଟ୍ରକ ଜବତ ହୋଇଛି। ଭୁବନେଶ୍ବର ପାତ୍ରପଡ଼ା ଭଗବାନପୁରରୁ ସମ୍ବଲପୁରକୁ ମଦ ବୋଝେଇ ଟ୍ରକ୍‌ ହାଇଜାକ୍ କରି ନେଇଯାଉଥିଲେ ଦୁର୍ବୃତ୍ତ। ଟ୍ରକରେ ୫୬ ଲକ୍ଷ ଟଙ୍କାର ମଦ ଥିଲା।

ତମାଣ୍ଡୋ ପୋଲିସ ମଦ ବୋଝେଇ ଟ୍ରକ୍‌ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ନକଲି କାଗଜପତ୍ର ଦେଖାଇ ଟ୍ରକକୁ ହାଇଜାକ କରାଯାଉଥିଲା । ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Latest Posts

Don't Miss