ବିହାର ନିର୍ବାଚନ : NDAରୁ ବାହାରି ଏକାକୀ ଲଢିବ LJP

ପାଟନା : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପାର୍ଟି ଲୋକଜନଶକ୍ତି ପାର୍ଟି(ଏଲଜେପି) ବିହାର ନିର୍ବାଚନ ପୂର୍ବରୁ ନିଜର ଅଲଗା ରାସ୍ତା ତିଆରି କରିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରୁ ଅଲଗା ଲଢିବ ଏଲଜେପି । ବିହାର ରାଜନୀତିର ଯଥେଷ୍ଟ ପୂର୍ବରୁ ଏଲଜେପି ଏହି ସୂଚନା ପରୋକ୍ଷରେ ଦେଇ ସାରିଥଇଲା । ଏନଡିଏରେ ଥିବା ଜେଡିୟୁ ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୋଲା ଆଲୋଚନା … Continue reading ବିହାର ନିର୍ବାଚନ : NDAରୁ ବାହାରି ଏକାକୀ ଲଢିବ LJP