ଲକଡାଉନ୍ 2.0: ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ , ଆରମ୍ଭ ହେବ କୃଷି କାର୍ଯ୍ୟ
ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ବୃଦ୍ଧି ନେଇ ଏଲାନ କରିଥିଲେ । ତେବେ ଲକଡାଉନ୍ ଦ୍ୱିତୀୟ ପର୍ଯ୍ୟାୟ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ ଦ୍ୱାରା ବୁଧବାର ଏକ ଗାଇଡଲାଇନ ଜାରି କରାଯାଇଛି। ଲକଡାଉନ୍ ପାର୍ଟ ୨ରେ କିଛି କଟକଣାକୁ କୋହଳ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଗାଇଡଲାଇନ ଅନୁସାରେ ବିମାନ, ମେଟ୍ରୋ, ଘରୋଇ ବସ୍ ଚଳାଚଳ କରିବ ନାହିଁ। ଯେଉଁମାନଙ୍କୁ ପ୍ରଥମ ଲକଡାଉନ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା ସେମାନଙ୍କ ଚଳନ ଜାରି … Continue reading ଲକଡାଉନ୍ 2.0: ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ , ଆରମ୍ଭ ହେବ କୃଷି କାର୍ଯ୍ୟ
Copy and paste this URL into your WordPress site to embed
Copy and paste this code into your site to embed