୧୦୦ ସ୍ପିଡ୍‌‌ରେ ଓଡ଼ିଶା ଆସୁଛନ୍ତି ପଙ୍ଗପାଳ, ପଶ୍ଚିମ ଓଡ଼ିଶା ଆଲର୍ଟ…

ଭୁବନେଶ୍ୱର: ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ । ଆଉ ଖୁବ୍‌ ଶୀଘ୍ର ଓଡ଼ିଶାରେ ପ୍ରବେଶ କରିବେ ! ଏନେଇ ଓୟୁଏଟି ଭିସି ଡକ୍ଟର ପବନ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡା ସମେତ ସମଗ୍ର ପଶ୍ଚିମ ଓଡିଶାକୁ ଏବେ ପଙ୍ଗପାଳ ଚିନ୍ତା ଘାରିଛି । ପଶ୍ଚିମ ଓଡ଼ିଶାରେ ଚାଷୀମାନେ ପଙ୍ଗପାଳକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପଙ୍ଗପାଳ ଆସିଲେ ସେମାନଙ୍କ ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଯିବ । ପଙ୍ଗପାଳ ସବୁ ଫସଲ … Continue reading ୧୦୦ ସ୍ପିଡ୍‌‌ରେ ଓଡ଼ିଶା ଆସୁଛନ୍ତି ପଙ୍ଗପାଳ, ପଶ୍ଚିମ ଓଡ଼ିଶା ଆଲର୍ଟ…