ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲା । ଲୋକାୟୁକ୍ତ ଏହି ମାମଲାକୁ ଗ୍ରହଣ କରିଛନ୍ତି । ବିଭିନ୍ନ ତଦନ୍ତ ସଂସ୍ଥାଙ୍କ ତଥ୍ୟ ଆଧାରରେ ଲୋକୟୁକ୍ତ ଶୁଣାଣି କରିବେ । ଦୁଇ ମାସ ମଧ୍ୟରେ ତଦନ୍ତ କରି ତଥ୍ୟ ଦେବା ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବ ଭିଜିଲାନ୍ସ । ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ … Continue reading ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ
Copy and paste this URL into your WordPress site to embed
Copy and paste this code into your site to embed