ଦୂର ହେବ ଚାଷୀଙ୍କ ସମସ୍ୟା…ଏଣିକି ଦୁଇଗୁଣ ହେବ ଚାଷୀଙ୍କ ଆୟ । ମୋ ସରକାର କାର୍ଯକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ।

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମୋ-ସରକାର କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୯୯୯ ମହାବାତ୍ୟା ସମୟରେ ରିଲଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ … Continue reading ଦୂର ହେବ ଚାଷୀଙ୍କ ସମସ୍ୟା…ଏଣିକି ଦୁଇଗୁଣ ହେବ ଚାଷୀଙ୍କ ଆୟ । ମୋ ସରକାର କାର୍ଯକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ।