କ’ଣ ଥିଲା ବିଜେପି ସହ ରାଜପରିବାରର ସମ୍ପର୍କ, ଜ୍ୟାେତିରାଦିଦ୍ୟ କେମିତି ପୂରା କରିବେ ରାଜମାତାଙ୍କ ସ୍ୱପ୍ନ

ମଧ୍ୟପ୍ରଦେଶ କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ । କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଦଳର ତୁଙ୍ଗ ନେତା ତଥା  ମଧ୍ୟପ୍ରଦେଶ ରାଜନୀତିର ‘ମହାରାଜ’ ଜ୍ୟୋତିରାଦିଦ୍ୟ ସିନ୍ଧିଆ । କୁହାଯାଉଛି ଯେ ଜ୍ୟୋତିରାଦିତ୍ୟ ତାଙ୍କ ଜେଜେମା ବିଜୟରାଜ ସିନ୍ଧିଆଙ୍କ ‘ସ୍ୱପ୍ନ’କୁ ସାକାର କରିବେ ଏବଂ ବିଜେପିରେ ଯୋଗଦେବେ । ଜ୍ୟୋତିରାଦିତ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏବଂ ଏହା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ୪ଥର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରହିଛନ୍ତି । … Continue reading କ’ଣ ଥିଲା ବିଜେପି ସହ ରାଜପରିବାରର ସମ୍ପର୍କ, ଜ୍ୟାେତିରାଦିଦ୍ୟ କେମିତି ପୂରା କରିବେ ରାଜମାତାଙ୍କ ସ୍ୱପ୍ନ