MDH ଗ୍ରୁପର ମାଲିକ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ

ନୂଆଦିଲ୍ଲୀ: MDH ଗ୍ରୁପର ମାଲିକ ମହାଶୟ ଧରମପାଲ ଗୁଲାଟୀଙ୍କର ଦେହାନ୍ତ ହୋଇଛି। ମାତା ଚନନ ଦେବୀ ହସ୍ପିଟାଲରେ ୯୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ ମହାଶୟ ଧରମପାଲ ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ମାତା ଚନନ ଦେବୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଧରମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ୧୯୩୩ ମସିହାରେ ସେ ୫ମ ଶ୍ରେଣୀ ପାଠପଢା ସମାପ୍ତ କରିବା ପୂର୍ବରୁ … Continue reading MDH ଗ୍ରୁପର ମାଲିକ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ