ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ
ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଆସି ଫସି ରହିଥିବା କୈାଣସି ବ୍ୟକ୍ତି ରାସ୍ତାରେ ଚାଲିଚାଲି ଯିବେ ନାହିଁ । ଏପରିକି ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ଲୋକେ ମଧ୍ୟ ଓଡିଶା ମାଟିରେ ଚାଲି ଚାଲି ଯିବେନି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଥିପାଇଁ ରାଜ୍ୟର ୧୨ଟି ବର୍ଡର ଚେକ ପଏଣ୍ଟରେ ରାଜ୍ୟ ପୋଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏଭଳି ଲୋକଙ୍କ ପାଇଁ ରାଜ୍ୟ ସରକାର … Continue reading ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ
Copy and paste this URL into your WordPress site to embed
Copy and paste this code into your site to embed