ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ, ଗର୍ଭବତୀ ହେବା ଜାଣି ଗର୍ଭପାତ କରାଇଲେ ଥାନାବାବୁ !

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ଏବଂ ପରେ ଗର୍ଭପାତର ବିରାଟ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବିରମିତ୍ରପୁର ଥାନା ବାବୁଙ୍କ ନାମରେ । ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ ଏବଂ ନାବାଳିକା ଗର୍ଭବତୀ ଥିବା ଜାଣି ଗର୍ଭପାତ କରାଇଲେ । ଏନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ବଡ଼ବାବୁଙ୍କ ସହ ୬ ଜଣଙ୍କ ନାଁରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଛି । ତେବେ ମାମଲାର ତଦନ୍ତ କରିବା ପାଇଁ ଆଜି ସୁନ୍ଦରଗଡ଼ ଏସ୍‌ପି … Continue reading ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ, ଗର୍ଭବତୀ ହେବା ଜାଣି ଗର୍ଭପାତ କରାଇଲେ ଥାନାବାବୁ !