ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼: ୧୦ରୁ ଅଧିକ ଆହତ
ଭଦ୍ରକ: ଅଶାନ୍ତ ଭଦ୍ରକ ଚାନ୍ଦବାଲିର ବୁରିଜାଲ ଗାଁ । କଥାକଥାକେ ଫୁଟୁଛି ବୋମା । ବୋମାମାଡ଼ରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଲିଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଉତୁକୁଡା ଗ୍ରାମପଞ୍ଚାୟତର ବୁରିଜାଲ ଗାଁରେ କିଛିଦିନ ବ୍ୟବଧାନ ପରେ ପୁଣି ଫୁଟିଲା ବୋମା । ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ନେଇଥିଲା ଉଗ୍ରରୂପ । ଗୋଟିଏ ପକ୍ଷ ଲୋକ ଅନ୍ୟଗୋଷ୍ଠୀ ଲୋକଙ୍କ ଘରେ ବମିଂ … Continue reading ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼: ୧୦ରୁ ଅଧିକ ଆହତ
Copy and paste this URL into your WordPress site to embed
Copy and paste this code into your site to embed