ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌

ଭୁବନେଶ୍ୱର: କରୋନା ସଂକ୍ରମଣର ପ୍ରତିକାର ପାଇଁ ରାଜ୍ୟ ସରକାର ବହୁ ବଦକ୍ଷେପ ନେଉଛନ୍ତି । ବାହାର ରାଜ୍ୟରେ କରୋନା ପାଇଁ ଫସିଥିବା ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ  ପଦକ୍ଷେପ ନେଉଛନ୍ତି । ତେବେ ଟ୍ରେନ୍‌ ଓ ବିମାନରେ ଫେରୁଥିବା ପ୍ରବାସୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାରଣ ଘରୋଇ ବସ୍‌ ଚଳାଚଳରେ ସମସ୍ୟା ଥିବାରୁ ବିଏମ୍‌ସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ଗମନାଗମନରେ … Continue reading ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌