ମଡେର୍ଣ୍ଣାର ଟିକା ୯୪ ପ୍ରତିଶତ ସଫଳ
କରୋନା ଭାଇରସର ଟିକା ନେଇ ଆସିଛି ଭଲ ଖବର । କରୋନା ଭୂତାଣୁ ପ୍ରତିହତ କରିବା ଦିଗରେ ମଡେର୍ଣ୍ଣାର ଟିକା ୯୪.୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରାଯାଇଛି । ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ରିପୋର୍ଟ ଅନୁଯାୟୀ ଏହି ଦାବି କରାଯାଇଛି । ଏହା କୋଭିଡ-୧୯ ସହ ଅନ୍ୟ ଗୁରୁତର ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରୁଥିବା ମୋଡେର୍ଣ୍ଣର ସିଇଓ ଷ୍ଟିଫେନ୍ ବନସେଲ୍ କହିଛନ୍ତି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଅଂଶ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ … Continue reading ମଡେର୍ଣ୍ଣାର ଟିକା ୯୪ ପ୍ରତିଶତ ସଫଳ
Copy and paste this URL into your WordPress site to embed
Copy and paste this code into your site to embed