ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗତ ୨୭ ତାରିଖରେ ବ୍ରହ୍ମପୁର ପଣ୍ଡା କଲୋନୀରେ ଏଭଳି ଘଟଣା ଘଟିଛି । ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଆକ୍ରମଣ ବେଳର ସମ୍ପୁର୍ଣ୍ଣ ଘଟଣା ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି । ତେବେ ସେମାନେ ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିଛନ୍ତି ବୋଲି ଭିଡ଼ିଓରେ ଦେଖାଯାଇଛି । ସୂଚନା ଅନୁଯାୟୀ ସେଠାରେ ଭୋଜି ଚାଲିଥିବା ବେଳେ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ … Continue reading ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ