ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନଙ୍କ ପରଲୋକ… ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ବିୟୋଗ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ୍‌ ଖାନ। ବଲିଉଡକୁ ଯେମିତି କାହାର ନଜର ଲାଗିଯାଇଛି । ବରିଷ୍ଠ ଅଭିନେତା ଇରଫାନ ଖାନ, ଋଷି କପୁର ଓ ହାସ୍ୟ କଳାକାର ମୋହିତ ବାଗେଲଙ୍କ ପରେ ଏବେ ଚର୍ଚ୍ଚିତ ୱାଜିଦ୍ ଖାନ ଆମ ଗହଣରେ ନାହାନ୍ତି । ୨୦୨୦ରେ ବଲିଉଡର ଅନେକ କ୍ଷତି ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କୀଡ୍‌ନି ସଂକ୍ରମଣ … Continue reading ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନଙ୍କ ପରଲୋକ… ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ବିୟୋଗ