ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !

ନୂଆଦିଲ୍ଲୀ: କରୋନା ସଂକଟର ମୁକାବିଲା ପାଇଁ ଖୁବଶୀଘ୍ର ମୋଦି ସରକାର ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନ ତଳେ ରାଷ୍ଟ୍ରକୁ ସମ୍ବୋଧନ କରିବା ବେଳେ ବେଲ ଆଉଟ୍ ପ୍ୟାକେଜ୍ କଥା ଘୋଷଣା କରିଥିଲେ  । ସେ ଏକ ଟାସ୍କ ଫୋର୍ସ ଗଠନ କରିବା କଥା କହିଥିଲେ । ସାମ୍ପ୍ରତୀକ ପରିସ୍ଥିତିରେ  ଆର୍ଥିକ ସଂସ୍କାର ପାଇଁ କଣ କରାଯାଇ ପାରିବ ସେ ନେଇ ଏହି ଟାସ୍କ ଫୋର୍ସ ପ୍ରସ୍ତାବ ଦେଇଥାନ୍ତା … Continue reading ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !